ଶକୀ

ଉଇକିଅଭିଧାନ‌ରୁ

ଶକୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବୈଦେଶିକ - ବିଶେଷଣ -[ସମ୍ପାଦନା]

ସକି (ଦେଖ) - Saki (See)



ଶକୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ଶାକ+ଇନ୍)[ସମ୍ପାଦନା]

୧. ନାଲିଆ କରିବା ବ୍ୟକ୍ତି (ହିନ୍ଦୀ - ଶ) —୧. Complainant.
୨. ଚୁଗୁଲିଆ [ହିନ୍ଦୀ - ଶ] —୨. Backbiter.
୩. (ସ୍ତ୍ରୀ)—ଶାକକ୍ଷେତ୍ର (ବିଶ୍ୱକୋଷ) —୩. A plot for growing pot- herb.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଶକ୍ତିଶାଳୀ (ବିଶ୍ୱକୋଷ) — Powerful.