ଶକୁନ୍ତି

ଉଇକିଅଭିଧାନ‌ରୁ

ଶକୁନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକୁନ୍ତା, ଶକୁନ୍ତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ଶକ ଧାତୁ+କର୍ତ୍ତୃ. ଉନ୍ତ; ଉନ୍ତି)[ସମ୍ପାଦନା]

୧. ପକ୍ଷୀ —୧. Bird.
୨. ଶକୁନି; ଗୃଧ୍ର — ୨. Vulture.
୩. ଭାସନାମକ ଗୃଧ୍ର ଜାତୀୟ ପକ୍ଷୀ —୩. A species of vulture.
୪. ଏକ ପ୍ରକାର କୀଟ —୪. A species of insects
୫. ବିଶ୍ୱାମିତ୍ରଙ୍କ ପୁଅର ନାମ (ହିନ୍ଦୀ - ଶ.) —୫. Name of the son of Biṡwāmitra.