ଶକୁଳାର୍ଭକ
ଶକୁଳାର୍ଭକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଂସ୍କୃତ - ବି—(ଶକୁଳ+ଶେଉଳ+ଶିଶୁ; ୬ଷ୍ଠୀ ତତ୍)[ସମ୍ପାଦନା]
- ୧. ଶେଉଳ କଢ଼ା; ଶେଉଳଖାଡ଼ିଆ — ୧. Small ṡeula fish.
- ୨. ଗଡ଼କ; ଗଡ଼ିଶା; ଗଡ଼େଇ ମାଛ —୨. Ophecephalus Punctatus.
ଦ୍ର—ଏହି ମାଛମାନେ ଦୈର୍ଘ୍ୟରେ ୧ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି, ଆକାର ଶେଉଳ ମାଛ ପରି; କିନ୍ତୁ ଅଧିକ ଫକ୍କା ପିଠି ଈଷତ୍ ଶାଗୁଆ ଓ ପେଟ ଧଳା; ମୁଣ୍ଡ ପାଖରେ କଳା ଡୋରା ଥାଏ]