Jump to content

ଶକୃତ

ଉଇକିଅଭିଧାନ‌ରୁ

ଶକୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶକ୍ ଧାତୁ=ଉତ୍ସୃଷ୍ଟ ହେବା+କର୍ତ୍ତୃ. ଋତ୍)

[ସମ୍ପାଦନା]
୧. ପୁରୀଷ; ମଳ; ବିଷ୍ଠା —୧. Night soil; foecus; excrement.
୨. ଗୋବର (ହି ଶ) —୨. Cowdung.