ଶକେଇବା

ଉଇକିଅଭିଧାନ‌ରୁ

ଶକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକେଇ ହେବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ଧ୍ୱନ୍ୟନୁକରଣ)[ସମ୍ପାଦନା]

ନିଶ୍ୱାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିବା; କାତର କ୍ରନ୍ଦନ ଧ୍ୱନି କରିବା — To sob; to cry with sobs.