ଶକ୍ତ

ଉଇକିଅଭିଧାନ‌ରୁ

ଶକ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକ୍ତା—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ଶକ୍ ଧାତୁ+କର୍ତ୍ତୃ. ତ)[ସମ୍ପାଦନା]

୧. ପାରଗ — ୧. Competent.
୨. ସମର୍ଥ —୨. Able.
୩. କର୍ମଠ; ପରିଶ୍ରମୀ —୩. Laborious; dilligent.
୪. ଦୃଢ଼; ଟାଣୁଆ; କଠୋର; କଠିନ —୪. Strong; hardy; muscular; hard; tight; tough.
୫. ପ୍ରିୟଂବଦ; ମିଷ୍ଟଭାସୀ —୫. Of sweet speech.
୬. ଶକ୍ତିଯୁକ୍ତ; ଶକ୍ତମାନ୍; ବଳବାନ୍; ପରାକ୍ରମୀ; କ୍ଷମତା ଶାଳୀ; ବଳୁଆ —୬. Powerful; potent.

(ଯଥା—ଶକ୍ତମାଛ)

(ଯଥା—ଶକ୍ତ ପରିଶ୍ରମ)

=== ବୈଦେଶିକ - ବିଣ (ଫାରାସୀ - ସଖତ୍)

୧. ଖୁବ୍ ବଡ଼ —୧. Very big.
୨. ଅତ୍ୟଧିକ —୨. Excessive.
୩. ଗୁରୁତର —୩. Very serious; critical.

(ଯଥା—ଶକ୍ତ ବେମାରି)

୪. ଶ୍ରମସାଧ୍ୟ —୪. Involving labour.

(ଯଥା—ଶକ୍ତ ସଜା) ===

୫. ଦୃଢ଼; କଠିନ —୫. Hard

ଦେଶଜ - କ୍ରି.ବିଶେଷଣ - ଓ ବିଣରବିଶେଷଣ -[ସମ୍ପାଦନା]

୧. ଅତି; ଅତ୍ୟନ୍ତ — ୧. Very.

(ଯଥା—ଶକ୍ତ ବଡ଼)

୨. ଦୃଢ଼ରୂପେ — ୨. Strongly.