ଶକ୍ତ
ଦେଖଣା
ଶକ୍ତ
ଉଚ୍ଚାରଣ
[ସମ୍ପାଦନା](ଶକ୍ତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ—(ଶକ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ପାରଗ — ୧. Competent.
- ୨. ସମର୍ଥ —୨. Able.
- ୩. କର୍ମଠ; ପରିଶ୍ରମୀ —୩. Laborious; dilligent.
- ୪. ଦୃଢ଼; ଟାଣୁଆ; କଠୋର; କଠିନ —୪. Strong; hardy; muscular; hard; tight; tough.
- ୫. ପ୍ରିୟଂବଦ; ମିଷ୍ଟଭାସୀ —୫. Of sweet speech.
- ୬. ଶକ୍ତିଯୁକ୍ତ; ଶକ୍ତମାନ୍; ବଳବାନ୍; ପରାକ୍ରମୀ; କ୍ଷମତା ଶାଳୀ; ବଳୁଆ —୬. Powerful; potent.
(ଯଥା—ଶକ୍ତମାଛ)
(ଯଥା—ଶକ୍ତ ପରିଶ୍ରମ)
=== ବୈଦେଶିକ - ବିଣ (ଫାରାସୀ - ସଖତ୍)
- ୧. ଖୁବ୍ ବଡ଼ —୧. Very big.
- ୨. ଅତ୍ୟଧିକ —୨. Excessive.
- ୩. ଗୁରୁତର —୩. Very serious; critical.
(ଯଥା—ଶକ୍ତ ବେମାରି)
- ୪. ଶ୍ରମସାଧ୍ୟ —୪. Involving labour.
(ଯଥା—ଶକ୍ତ ସଜା) ===
- ୫. ଦୃଢ଼; କଠିନ —୫. Hard
ଦେଶଜ - କ୍ରି.ବିଶେଷଣ - ଓ ବିଣରବିଶେଷଣ -
[ସମ୍ପାଦନା]- ୧. ଅତି; ଅତ୍ୟନ୍ତ — ୧. Very.
(ଯଥା—ଶକ୍ତ ବଡ଼)
- ୨. ଦୃଢ଼ରୂପେ — ୨. Strongly.