ଶକ୍ତିଧର

ଉଇକିଅଭିଧାନ‌ରୁ

ଶକ୍ତିଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ଶକ୍ତି+ଧୃ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ଶକ୍ତିନାମକ ଅସ୍ତ୍ରଧାରୀ —୧. Armed with the weapon Ṡakti.
୨. ଶକ୍ତିଶାଳୀ —୨. Powerful.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. କାର୍ତ୍ତିକେୟ —୧. Kārtikeya, the son of Ṡiba.
୨. ଶିବ; ମହାଦେବ — ୨. Ṡiba.