ଶକ୍ତିମତ୍

ଉଇକିଅଭିଧାନ‌ରୁ

ଶକ୍ତିମତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକ୍ତିମାନ୍—ପୁଂ; ଶକ୍ତମତୀ ସ୍ତ୍ରୀ) 

ସଂସ୍କୃତ - ବିଣ—(ଶକ୍ତି+ ଅଛି ଅର୍ଥରେ ମଢ୍)[ସମ୍ପାଦନା]

୧. କାର୍ଯ୍ୟଦକ୍ଷ —୧. Competent.
୨. ବଳବତ୍;କ୍ଷମତାଶାଳୀ; ଯାହାର ଶକ୍ତି ଅଛି — ୨. Potential; powerful; energetic.