ଶକ୍ତିମନ୍ତ
ଦେଖଣା
ଶକ୍ତିମନ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ଶକ୍ତିମତ୍)
[ସମ୍ପାଦନା]- ୧. ଶକ୍ତିଶାଳୀ;କ୍ଷମତାଶାଳୀ —୧. Powerful; energetic.
[ଉ—ମହାଶକ୍ତିମନ୍ତ ତ ଅଟନ୍ତି ଦାନବେ— କୃଷ୍ଣସିଂହ. ମହାଭାରତ ବନ ୨ ଧନଶାଳୀ; ଯେଉଁ ବ୍ୟକ୍ତି ଧନ ସାହାର୍ଯ୍ୟରେ ନାନା କାର୍ଯ୍ୟ କରିବାକୁ ସମର୍ଥ — ୨. Rich (person); capable of performing many works with the help of money.