ଶକ୍ତିଶାଳୀ
(ଶକ୍ତି ଶାଳିନୀ—ସ୍ତ୍ରୀ)
(ଶକ୍ତି ଶାଳିକା—ବି)
କ୍ଷମତାଶାଳୀ; ପରାକ୍ରମଶାଳୀ; କ୍ଷମତା ବା ସାମର୍ଥ ବିଶିଷ୍ଟ —Powerful; energetic; having the necessary ability.