ଶକ୍ତି ପାଇବା

ଉଇକିଅଭିଧାନ‌ରୁ

ଶକ୍ତି ପାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

କ୍ଷମତାଦ୍ୱାରା ଭୂଷିତ ହେବା —To be endowed with power or force.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କୌଣସି କାର୍ଯ୍ୟ କରିବା ପାଇଁ ସମର୍ଥ ହେବା —Ability to do a thing.

[ଯଥା—୫ ମହଣିଆ ବୋଝ ଉଠାଇବାକୁ ମୋର ଶକ୍ତି ପାଉ ନାହିଁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ମୋର ଶକ୍ତି ପାଉ ନାହିଁ]