ଶକ୍ତି ପୂଜା

ଉଇକିଅଭିଧାନ‌ରୁ

ଶକ୍ତି ପୂଜା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକ୍ତ୍ୟପାସନା—ଅନ୍ୟରୂପ)

=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

୧. ଦୂର୍ଗାଦେବୀଙ୍କର ପୂଜା — ୧. Worship of Goddess Durgā.
୨. ତାନ୍ତ୍ରିକମତରେ କାଳୀ ଓ ଚଣ୍ଡୀଆଦି ଠାକୁରାଣୀଙ୍କ ପୂଜା (ତନ୍ତ୍ର ଦେଖ) —୨. Worship of Deity Durgā according to Tantric rites.