ଶକ୍ତି ଯୁକ୍ତ

ଉଇକିଅଭିଧାନ‌ରୁ

ଶକ୍ତି ଯୁକ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକ୍ତିଯୁକ୍ତା—ସ୍ତ୍ରୀ) 

ସଂସ୍କୃତ - ବିଣ—(ଶକ୍ତିଦ୍ୱାରା ଯୁକ୍ତ; ୩ୟା ତତ୍)[ସମ୍ପାଦନା]

ଯାହାଠାରେ ଶକ୍ତି ବା କ୍ଷମତା ନିୟୋଜିତ ହୋଇଅଛି — To whom or which energy has been joined; endowed with energy or power.