Jump to content

ଶକ୍ତି ରହିତ

ଉଇକିଅଭିଧାନ‌ରୁ

ଶକ୍ତି ରହିତ

ଉଚ୍ଚାରଣ

[ସମ୍ପାଦନା]
(ଶକ୍ତି ରହିତା—ସ୍ତ୍ରୀ) 

(ଶକ୍ତି ରାହିତ୍ୟ—ବିଶେଷ୍ୟ)

ସଂସ୍କୃତ -ବିଶେଷଣ - (ଶକ୍ତି+ରହିତ; ୩ୟା ତତ୍)

[ସମ୍ପାଦନା]

ସାମର୍ଥ୍ୟହାନ; କ୍ଷମତାହୀନ; ନିର୍ବଳ —Powerless impotent; shorn or devoid of energy.