Jump to content

ଶକ୍ତି ହୀନ

ଉଇକିଅଭିଧାନ‌ରୁ

ଶକ୍ତି ହୀନ

ଉଚ୍ଚାରଣ

[ସମ୍ପାଦନା]

(ଶକ୍ତି ହୀନା—ସ୍ତ୍ରୀ; ଶକ୍ତି ହୀନତା—ବିଶେଷ୍ୟ)

ସଂସ୍କୃତ - ବିଶେଷଣ - ପୁଂ—(୩ୟା ତତ୍)

[ସମ୍ପାଦନା]

ଦୂର୍ବଳ; କ୍ଷମତାଶୂନ୍ୟ; କ୍ଳୀବ — Weak; powerless; impotent.