ଶକ୍ତି ହେତିକ

ଉଇକିଅଭିଧାନ‌ରୁ

ଶକ୍ତି ହେତିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକ୍ତି ପ୍ରହରଣ—ଅନ୍ୟରୂପ; ଶକ୍ତି ହେତିକା, ଶକ୍ତି ପ୍ରହରଣା —ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଓ ବିଶେଷଣ - ପୁଂ—(ଶକ୍ତି+ହେତି+କ; ଶକ୍ତି—ଅସ୍ତ୍ର ବିଶେଷ ଅଟେ ହେତି=ପ୍ରହରଣ ଯାହାର; ବହୁବ୍ରୀହି[ସମ୍ପାଦନା]

ଶକ୍ତି ଅସ୍ତ୍ରକୁ ପ୍ରହରଣ ବା ଆୟୁଧରୂପେ ବ୍ୟବହାର କରିବା ଯୋଦ୍ଧା; ଶକ୍ତି ଅସ୍ତ୍ରଧାରୀ ଯୋଦ୍ଧା —A warrior using the Ṡakti as his weapon or armed with the Ṡakti weapon.