ଶକ୍ତୀ
ଦେଖଣା
ଶକ୍ତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମାତ୍ରିକ ଛନ୍ଦୋବିଶେଷ —Name of a syllabic metrre.
ଦ୍ର—ଏଥିର ପ୍ରତ୍ୟେକ ଚରଣରେ ୧୮: ମାତ୍ରା ଥାଏ ଏଥିରେ ପ୍ରଥମ, ୬ଷ୍ଠ, ୧୧ଶ ଓ ୧୬ଶ ଲଘୁ ଏହି ଛନ୍ଦ ଭୂଜଙ୍ଗୀ ଓ ଚନ୍ଦ୍ରିକା ବୃତ୍ତର ଢ଼ଙ୍ଗରେ ରଚିତ ଏହି ଛନ୍ଦ ଫାର୍ସୀଭାଷାର 'କରୀମା ବବଖ୍ସାୟ ବରହାଲମା' କିହସ୍ତମ୍ ଅସୀରେ କମନ୍ଦେ ହବା' ବୃତ୍ତ ସଙ୍ଗେ ମିଳେ—ହିନ୍ଦୀ - ଶ.]