ଶକ୍ତୁ ଫଳା
ଦେଖଣା
ଶକ୍ତୁ ଫଳା
ଉଚ୍ଚାରଣ
[ସମ୍ପାଦନା](ଶକ୍ତଫଳିକା, ଶକ୍ତୁଫଳୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଶକ୍ତ=ଶସ୍ୟାଦିର ଚୂର୍ଣ୍ଣ ପରି ଫଳ ଯାହାର— ବହୁବ୍ରୀହି; ଶକ୍ତୁ+ଫଳ+ଅ+ଆ, ସ୍ତ୍ରୀ)
[ସମ୍ପାଦନା]ଶମୀବୃକ୍ଷ; ସାଇଁ ଗଛ —Prosopis Specigera; Acasia Suma; the spung tree.
[ଦ୍ରଷ୍ଟବ୍ୟ —ଏହାର ଛୁଇଁ ମଧ୍ୟରେ ଥିବା ଫଳରେ ଶକ୍ତ ବା ଛତୁଆ ପରି ଗୁଣ୍ଡା ଗୁଣ୍ଡା ମଧ୍ୟରେ ମିଷ୍ଟ ମନୁଷ୍ୟର ଖାଦ୍ୟୋପଯୋଗୀ ଦ୍ରବ୍ୟ ଜନ୍ମୁଥିବାରୁ ଏପରି ନାମ ହୋଇଅଛି]