Jump to content

ଶକ୍ରଜ

ଉଇକିଅଭିଧାନ‌ରୁ

ଶକ୍ରଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ଶକ୍ର=ଇନ୍ଦ୍ର+ଜନ୍ଧାତୁ=ଜାତହେବା+ କର୍ତ୍ତୃ ଅ)

[ସମ୍ପାଦନା]

ଇନ୍ଦ୍ରଙ୍କଠାରୁ ଉତ୍ପନ୍ନ —Born of Indra.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଇନ୍ଦ୍ରଙ୍କ ପୁତ୍ର —୧. The son of Indra.
୨. ବାକ —୨. A crow. (Apte).