Jump to content

ଶକ୍ରଜିତ୍

ଉଇକିଅଭିଧାନ‌ରୁ

ଶକ୍ରଜିତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶକ୍ର=ଇନ୍ଦ୍ର+ଜି=ଜିଣିବା+କର୍ତ୍ତୃ କ୍ୱିପ୍; ଯେ ଇଦ୍ରଙ୍କ ଜୟ କରିଥିଲେ)

[ସମ୍ପାଦନା]

ମେଘନାଦ; ଇନ୍ଦ୍ରଜିତ୍; ରାବଣର ପୁତ୍ର —The son of Rābaṇa.

ବିଶେଷଣ -

[ସମ୍ପାଦନା]

ଇନ୍ଦ୍ର ଜୟକାରୀ —Victorious over Indra.