ଶକ୍ରପୁଷ୍ପା

ଉଇକିଅଭିଧାନ‌ରୁ

ଶକ୍ରପୁଷ୍ପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶୁକ୍ରପୁଷ୍ପିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ଚକ୍ର+ପୁଷ୍ପ+ଇନ୍;+ଆ)[ସମ୍ପାଦନା]

୧. ଲାଙ୍ଗଳୀ; ଲହ ଲାଙ୍ଗୁଳିଆ ନାମକ ଲତା; ଅଗ୍ନିଶିଖା — Wolfsbane; Aconitum Napellus; Gloriosa Superba; Menispermum Cordifolium.
୨. ନାଗଦମନୀ (ହିନ୍ଦୀ - ଶ) —୨. Indian wormwood.