ଶକ୍ରାରି

ଉଇକିଅଭିଧାନ‌ରୁ

ଶକ୍ରାରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶକ୍ରଙ୍କ ଅରି=ଶତ୍ରୁ; ୬ଷ୍ଠୀ ତତ୍)[ସମ୍ପାଦନା]

୧. ଇନ୍ଦ୍ରଙ୍କ ଶତ୍ରୁ —୧. Enemy of Indra.
୨. ଇନ୍ଦ୍ରଜିତ୍ — ୨. Indrajit, the son of Rābaṅ. a.

[ଉ—ବିଷାଦ ଅସହଣ ନିଶେ ହସ୍ତ ଭରିଣ ଶକ୍ରାରି ଝମକି କୃପାଣ—ଭଞ୍ଜ. ବୈଦେହିଶବିଳାସ]