ଶକ୍ରୋତ୍ଥାନ

ଉଇକିଅଭିଧାନ‌ରୁ

ଶକ୍ରୋତ୍ଥାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକ୍ରୋତ୍ଥାପନ, ଶକ୍ରୋତ୍ସବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଶକ୍ର+ଉଥାନ)[ସମ୍ପାଦନା]

ଭାଦ୍ର ଶୁକ୍ଳ ଦ୍ୱାଦଶୀଠାରୁ ଇନ୍ଦ୍ରଧଜ ସ୍ଥାପନପୂର୍ବକ ଇନ୍ଦ୍ରଙ୍କ ପୂଜାରୂପ ଉତ୍ସବ — The festival consisting of setting up a flag and worshipping Indra for ୫ days from the ୧୨th day of the bright fortnight of the month of Bhādra.

[ଦ୍ରଷ୍ଟବ୍ୟ —ଭାଦ୍ର ଶୁକ୍ଳ ଦ୍ୱାଦଶୀ ଦିନ ଉତ୍କଳରେ ଜମିଦାର— ମାନଙ୍କର ସୁନିଆ ଉତ୍ସବ ଓ ଜମିଦାରୀ ବର୍ଷ ବା ପୁରୀର ଗଜପତୀ ରାଜଙ୍କ ନୁଆ ଅଙ୍କର ଆରମ୍ଭ ହୁଏ]