ଶକ୍ର ସୁତ

ଉଇକିଅଭିଧାନ‌ରୁ

ଶକ୍ର ସୁତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶକ୍ରାତ୍ମକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଇନ୍ଦ୍ରଙ୍କ ପୁଅ —୧. Son of Indra.
୨. ଜୟନ୍ତ —୨. An epithet of Jayanta.
୩. ଅର୍ଜ୍ଜୁନ —୩. An epithet of Arjuna.
୪. ବାଳି —୪. An epithet of Bāḻi.