ଶଗଡ଼ି

ଉଇକିଅଭିଧାନ‌ରୁ

ଶଗଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶକଟ)[ସମ୍ପାଦନା]

୧. ଶକଟ; ଶଗଡ଼ —୧. Cart.
୨. ଭାରି ଦ୍ରବ୍ୟକୁ ଅଳ୍ପ କଳପ୍ରୟୋଗପୂର୍ବକ ରଜ୍ଜୁଦ୍ୱାରା ଉପରକୁ ଉଠାଇବା ପାଇଁ ବ୍ୟବହୃତ ଏକପ୍ରକାର କଳ —୨. A pulley (consisting of a grooved wheel).

[ଦ୍ରଷ୍ଟବ୍ୟ —ଏହି କଳରେ ଗୋଟିଏ ମାତ୍ର ଚକ ଥାଏ ଏବଂ ତାହା ଗୋଟିଏ ଦୃଢ଼ ଅଖ ଉପରେ ଘୁରୁଥାଏ ଏହି ଚକର ପରିଧିରେ ଗୋଟିଏ ଘରା ଖୋଳାହୋଇ ତା ଭିତରେ ରଜ୍ଜୁ ଗଳିଥାଏ ରଜ୍ଜୁର ଏକ ମୁଣ୍ଡରେ ଭାରି ଦ୍ରବ୍ୟକୁ ବାନ୍ଧି ରଜ୍ଜୁଟିକି ଶଗଡ଼ିର ପରିଧିବାଟେ ଘୁରାଇ ଆଣି ଦଉଡ଼ିର ବିପରୀତ ମୁଣ୍ଡକୁ ତଳଆଡକୁ ଟାଣିଲେ ଆର ମୁଣ୍ଡରେ ସଂଲଗ୍ନ ଥିବା ବସ୍ତୁ ଉପରକୁ ଉଠେ ଓ ଏ ମୁଣ୍ଡରେ ବଳପ୍ରୟୋଗକୁ ଅଳ୍ପ କରିଦେଲେ ଆର ମୁଣ୍ଡରେ ଭାରି ବସ୍ତୁ ତଳକୁ କସେ]