ଶଗଡ଼ ଦଣ୍ଡା

ଉଇକିଅଭିଧାନ‌ରୁ

ଶଗଡ଼ ଦଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶକଟା+ଦଣ୍ଡା)[ସମ୍ପାଦନା]

୧. ଶଗଡ଼ର ଯେଉଁ ଦୁଇଟି ଦଣ୍ଡ ଆଗ ପାଖରେ ଝୁରାରେ ମିଳିଥାଏ ଓ ପଛରେ ଦ୍ୱିଭୂଜ ହୋଇ ବାହାରିଥାଏ —୧. The beams or arms of a cart.
୨. ଶଗଡ଼ର ଦଣ୍ଡ ଦ୍ୱୟର ପଶ୍ଚାଦଭାଗସ୍ଥ ଶେଷାଂଶ; ମୁଠା —୨. The back ends of the beams of of a cart.

[ଦ୍ରଷ୍ଟବ୍ୟ — ଏହାକୁ ହାତରେ ଧରି ବଳ ପ୍ରୟୋଗ କଲେ ଶଗଡ଼ର ଆଗ ପାଖର ଗତି ବିପରୀତ ଦିଗକୁ ନିୟନ୍ତ୍ରିତ ହୁଏ]