ଶଙ୍କର

ଉଇକିଅଭିଧାନ‌ରୁ

ବିଶେଷଣ (ବିଶେଷଣ)[ସମ୍ପାଦନା]

  • ମହାଦେବ; ଶିବ
  • ଶଙ୍କରାଚାର୍ଯ୍ୟ
  • ଭାମସେନୀ କପୂର
  • ପାରାବତ
  • ଏକ ମାତ୍ରିକ ଛନ୍ଦ
  • ମେଘ ରାଗର ଅଷ୍ଟମପୁତ୍ର, ରାଗ ବିଶେଷ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ହାଙ୍ଗର ପରି ଏକ ପ୍ରକାର ବଡ଼ ସାମୁଦ୍ରିକ ମାଛ; ମୁଣ୍ତାମଗର ବା ଖଣ୍ତାମଗର
  • ହାତ ପର୍ଯ୍ୟନ୍ତ ଓ କରତ ବା ପାନିଆ ପରି ଦାନ୍ତ ବିଶିଷ୍ଟ
  • ପୁରିଷଲୋକଙ୍କ ନାମ
  • ବୈଷ୍ଣବ କରଣ ନାମରେ ଏକ କରଣ ଗ୍ରନ୍ଥ ରଚୟିତାଶଙ୍କର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶଙ୍କରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶମ୍=ମଙ୍ଗଳ+କୃ ଧାତୁ+କର୍ତ୍ତ. ଆ; ଯେ ମନୁଷ୍ୟର ମଙ୍ଗଳବିଧାନ କରେ)[ସମ୍ପାଦନା]

ମଙ୍ଗଳ—ଜନକ; ଶୁଭଙ୍କର —Auspicious.

ବିଶେଷ୍ୟ -[ସମ୍ପାଦନା]

୧. ମହାଦେବ; ଶିବ —୧. Ṡiba.
୨. ଶଙ୍କରାଚାର୍ଯ୍ୟ (ଦେଖ) - — ୨. Ṡaṅkarāchārj̄ya (See).
୩. ଭାମସେନୀ କପୂର (ହିନ୍ଦୀ - ଶ) —୩. Barus camphor.
୪. ପାରାବତ (ହିନ୍ଦୀ - ଶ) —୪. Pigeon.
୫. ଏକ ମାତ୍ରିକ ଛନ୍ଦ (ହିନ୍ଦୀ - ଶ) —୫. Syllabic metre.

[ଦ୍ରଷ୍ଟବ୍ୟ —ଏଥିର ପ୍ରତ୍ୟେକ ଚରଣରେ ୧୬: ଓ ୧ ବିରାମରେ ୨୬: ମାତ୍ରା ଥାଏ ଓ ଅନ୍ତରେ ଗୁରୁ ଲଘୁ ବର୍ଣ୍ଣ ଥାଏ—(ହିନ୍ଦୀ - ଶ)]

୬. ମେଘ ରାଗର ଅଷ୍ଟମପୁତ୍ର, ରାଗ ବିଶେଷ (ହିନ୍ଦୀ - ଶ) — ୬. Name of a secondary musical tune.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ହାଙ୍ଗର ପରି ଏକ ପ୍ରକାର ବଡ଼ ସାମୁଦ୍ରିକ ମାଛ; ମୁଣ୍ଡାମଗର ବା ଖଣ୍ଡାମଗର —୧. Saw- fish, Pristis Perrotteti; Pristis Pectinatus.

[ଦ୍ରଷ୍ଟବ୍ୟ —ଏହି ସାମୁଦ୍ରିକ ମାଛ ୫୬ ହାତ ଲମ୍ୱ ଏ ଏହାର ଥୋମଣି ୨ ହାତ ପର୍ଯ୍ୟନ୍ତ ଓ କରତ ବା ପାନିଆ ପରି ଦାନ୍ତ ବିଶିଷ୍ଟ ଏ ଦାନ୍ତଦ୍ୱାରା ସେ ଜୀବମାନଙ୍କୁ ଆକ୍ରମଣ କରେ ଓ କ୍ଷତ କକରି ମାରି ପକାଏ]

୨. ଶାଙ୍କୁଚ ମାଛ —୨. Ray fish.
୩. ପୁରୁଷଲୋକଙ୍କ ନାମ —୩. A name given to males.
୪. ବୈଷ୍ଣବ କରଣ ନାମରେ ଏକକ କରଣ ଗ୍ରନ୍ଥ ରଚୟିତା (ଦ୍ର—ଏ ୧୬୮୮: ଶକାବ୍ଦରେ ସେ ବିଦ୍ୟାମାନ ଥିଲେ ରୈବତକ ପର୍ବତରେ ତାଙ୍କର ନିବାସ ଥିଲା) —୪. Name of the author of an astronomical treatise.