ଶଙ୍ଖାସୁର

ଉଇକିଅଭିଧାନ‌ରୁ

ଶଙ୍ଖାସୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ମତ୍ସ୍ୟାବତାରରେ ବିଷ୍ଣୁଙ୍କଦ୍ୱାରା ହତ ସମୁଦ୍ର— ବାସୀ ଅସୁରବିଶେଷ —୧. Name of a demon who haad stolen and concealed the Bedas in the deep sea and after killing whom Bishṇu in his first incarnation of the fish recovered the scriptures.

[ଦ୍ରଷ୍ଟବ୍ୟ —ସୃଷ୍ଟି ପ୍ରଳୟସମୁଦ୍ରରେ ମଗ୍ନ ହେବା କାଳରେ ଏ ଅସୁର ବେଦକୁ ଚୋରାଇ ନେଇ ସମୁଦ୍ରର ଗଭୀରତମ ପ୍ରଦେଶରେ ଲୁଚାଇ ରଖିଥିଲେ ବିଷ୍ଣୁ ପ୍ରଥମ ବା ମତ୍ସ୍ୟ ଅବତାର ଗ୍ରହଣ କରି ପ୍ରଳୟ ପୟୋଧିର ଜଳ ମଧ୍ୟରେ ପ୍ରବେଶ କରି ଶଙ୍ଖାସୁରକୁ ବଧ କରି ତାଠାରୁ ବେଦ ଛଡ଼ାଇ ଆଣି ବେଦକୁ ରକ୍ଷା କଲେ]

୨. ମୂର ଦୈତ୍ୟର ପିତା (ହିନ୍ଦୀ - ଶ.) —୨. Name of the father of demon Mura.