ଶଟିବା

ଉଇକିଅଭିଧାନ‌ରୁ

ଶଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - କ୍ରି.

୧. (ଶଟ୍ ଧାତୁ=ଗତି କରିବା)—ମୃତ ହେବା — ୧. To die.
୨. (ସଂସ୍କୃତ - ଶଠ୍ ଧାତୁ)—ଭଣ୍ଡିବା; ଠକାଇବା —୨. To cheat; to inveigle.