ଶଠତା

ଉଇକିଅଭିଧାନ‌ରୁ

ଶଠତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶଠ+ଭାବାର୍ଥେ ତା; ତ୍ୱ)[ସମ୍ପାଦନା]

୧. ଖଳତା — ୧. Wickedness; knavery.
୨. ପ୍ରତାରଣା; ଠକାମି —୨. Cheating; deception; deciet; craftiness.
୩. ବିଶ୍ୱାସଘାତକତା — ୩. Treachery.