ଶଠି

ଉଇକିଅଭିଧାନ‌ରୁ

ଶଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଶଟିକା,ଶଟୀକାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -ବୈଦ୍ୟକ—(ଶଟ୍ ଧାତୁ+କର୍ତ୍ତୃ.+ ଈ, ଇ)[ସମ୍ପାଦନା]

୧. ଗନ୍ଧଶୁଣ୍ଡି —୧. Curcuma Zeodaria; Zeodary

[ଦ୍ରଷ୍ଟବ୍ୟ —ଏହି ହରିଦ୍ରାଦି ବର୍ଗର ବନ୍ୟ ଶାକ ବିଶେଷର ମୂଳ; ହିମାଲୟ ଓ ଚ ଓଡ଼ିଶାରେ ଗଡ଼ଜାତମାନଙ୍କର ବହୁଳ ଭାବରେ ଜନ୍ମେ ଏହା କର୍ପୂର ଗନ୍ଧୀ; ଓହାକୁ କୁଟି ଧୋଇ ଶୁଖାଇଲେ ଏଥିରୁ ଏକ ପ୍ରକାର ପାଳୁଅ ହୁଏ ପୂର୍ବେ ବକମ କାଠର ରଙ୍ଗର ଅବିର କରା ଯାଉଥିଲା ପାଳୁଅ ଅଗ୍ନିଦୀପକ, ରୁଚିକର, କଟୁ— ତିକ୍ତରସ, ସୁଖ ଗନ୍ଧଯୁକ୍ତ, ଉଷ୍ଣବୀର୍ଯ୍ୟ ଓ ଲଘୁପାକ ଏହାଦ୍ୱାରା ଗଳଗଣ୍ଡ, ଗଣ୍ଡମାଳା, ବ୍ରଣ, କାଶ, ବାୟୁ, କଫ ଓ ମୁଖର ଜଡ଼ତା ନିବାରିତ ହୁଏ]

୨. ଆମ୍ୱ ଅଦା (ହିନ୍ଦୀ - ଶ); ଆମ୍ୱ କଶିଆ ଗଦ —୨. Curcuma Amada.
୩. ସୁଗନ୍ଧବାଳା; କୁରୁବେଲି (ହିନ୍ଦୀ - ଶ) ୩. Pavonia Odarata.
୪. ଗନ୍ଧପଳାଶୀ (ହିନ୍ଦୀ - ଶ) ୪. A species of Zeodary.



ଶଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶଠିକା, ଶଠୀକା—ଅନ୍ୟ. ସଂସ୍କୃତ - ରୂପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଶଟୀ (ଦେଖ) - —Ṡaṭī. (See)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଷଠି (ଦେଖ) - —Ṡhaṭhi (See)