ଶଡ଼କା

ଉଇକିଅଭିଧାନ‌ରୁ

ଶଡ଼କା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଶଡ଼କୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - (ସଂସ୍କୃତ - ଶୀର୍ଣ୍ଣାଙ୍ଗ କିମ୍ୱା ସଂସ୍କୃତ - ଯଷ୍ଟିରୁ; ଯଷ୍ଟ୍ୟଙ୍ଗ)[ସମ୍ପାଦନା]

୧. ଶୀର୍ଣ୍ଣ ଓ ଦୀର୍ଘ ହୋଇ ବଢ଼ି ଯାଇଥିବା (ଗଛ) — ୧. Slender and tall. (tree)
୨. (ପୁଂ.) ଶୀର୍ଣ୍ଣ ଦେବା ଓ ଡେଙ୍ଗା (ବ୍ୟକ୍ତି) — ୨. Weak and tall (person).

(ଦ୍ର—ଗଛ ଓ ମନୁଷ୍ୟ ଶଡ଼କା ହୋଇ ବଢ଼ିଗଲେ ଅସୁନ୍ଦର ଦେଖାଯାଆନ୍ତି)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

(ଧ୍ୱନ୍ୟନୁକରଣ; ହାପୁରିବାର ଧ୍ୱନିରୁ) ଏକ ହାପୁରା (ତରକାରି ଓ ଡାଲି ଆଦି ତରଳ ଖାଦ୍ୟଦ୍ରବ୍ୟର) ପରିମିତ; ତୋଡ଼ପ; ସୋଡ଼କା —One big sip of a liquid food.