ଶଢ଼ା
ଦେଖଣା
ଶଢ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଶଟ୍ ଧାତୁ=ଅବସନ୍ନ ହେବା, ବା ଶଟ= ଅମ୍ଳରସ; ଅନ ଆଦି ଶଢ଼ା ହେଲେ ଅମ୍ଳ ହୁଏ)
[ସମ୍ପାଦନା]- ୧. ବିକୃତି; ପର୍ଯ୍ୟୁଷିତ (ଅନ୍ନ ବ୍ୟଞ୍ଜନାଦି) — ୧. Become stale or musty; decomposed.
- ୨. ପୋଚିଆ; ପୋଚା; ପୋଚରା; ପଚା (ଫଳାଦି) — ୨. Rotten; puterfied.
- ୩. ପୂଯପୂର୍ଣ୍ଣ; ପଚା
(ଘାଆ, କ୍ଷତ) —୩. Putrid; gangrened; gangrenous; full of pus; purulent. (ଶଢ଼ୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ପୁଲିଙ୍ଗ -
[ସମ୍ପାଦନା]ଯେଉଁ ବ୍ୟକ୍ତିର ଦେହରେ କ୍ଷତ ଆଦି ପାଚିବା ଯୋଗୁଁ ଦେହ କଦର୍ଯ୍ୟ ହୋଇଥାଏ — (a person) Whose body is full of rotten sores.
ଶଢ଼ା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]ଶଡ଼ା (ଦେଖ) - Ṡaṟḍ̠ẖā (See)