Jump to content

ଶଢ଼ା

ଉଇକିଅଭିଧାନ‌ରୁ

ଶଢ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଶଟ୍ ଧାତୁ=ଅବସନ୍ନ ହେବା, ବା ଶଟ= ଅମ୍ଳରସ; ଅନ ଆଦି ଶଢ଼ା ହେଲେ ଅମ୍ଳ ହୁଏ)[ସମ୍ପାଦନା]

୧. ବିକୃତି; ପର୍ଯ୍ୟୁଷିତ (ଅନ୍ନ ବ୍ୟଞ୍ଜନାଦି) — ୧. Become stale or musty; decomposed.
୨. ପୋଚିଆ; ପୋଚା; ପୋଚରା; ପଚା (ଫଳାଦି) — ୨. Rotten; puterfied.
୩. ପୂଯପୂର୍ଣ୍ଣ; ପଚା
(ଘାଆ, କ୍ଷତ) —୩. Putrid; gangrened; gangrenous; full of pus; purulent.
(ଶଢ଼ୀ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ପୁଲିଙ୍ଗ -[ସମ୍ପାଦନା]

ଯେଉଁ ବ୍ୟକ୍ତିର ଦେହରେ କ୍ଷତ ଆଦି ପାଚିବା ଯୋଗୁଁ ଦେହ କଦର୍ଯ୍ୟ ହୋଇଥାଏ — (a person) Whose body is full of rotten sores.



ଶଢ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଶଡ଼ା (ଦେଖ) - Ṡaṟḍ̠ẖā (See)