ଶଣ୍ଢାସୁର

ଉଇକିଅଭିଧାନ‌ରୁ

ଶଣ୍ଢାସୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଶ୍ରୀକୃଷ୍ଣଦ୍ୱାରା ନିହତ ବୃକ୍ଷ ବେଶଧାରୀ ଅସୁର ବିଶେଷ —A demon who assumed the shape of a bull and was killed by Ṡrīkṛushṇa.

[ଦ୍ରଷ୍ଟବ୍ୟ —ଶ୍ରୀକୃଷ୍ଣ ଆପଣାର ବାହୁପାଶଦ୍ୱାରା ଏହାର ତଣ୍ଟି ଚିପି ଏହାକୁ ମାରି ପକାଇ ଥିଲେ]