ଶତାବରୀ

ଉଇକିଅଭିଧାନ‌ରୁ

ଶତାବରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶତ=ଶତମୂଳ+ଆ+ବୃ. ଧାତୁ+କର୍ତ୍ତୃ. ଇନ୍; ଯାହା ଶହେ ମୂଳଦ୍ୱାରା ଭୂମିକୁ ଆବ— ରଣ କରେ)[ସମ୍ପାଦନା]

୧. ଶତମୂଳୀ; ଛତଉରୀ ଲତା; ବାଳବଢ଼ଣୀ ଲତା — ୧. Asparagus Racemosus.

[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର କଣ୍ଟକିନୀ ଲତା ସାନ ବଡ଼ ଭେଦରେ ଏହା ଦୁଇ ପ୍ରକାର, —ଶତାବରୀ ଓ ମହା ଶତାବରୀ ଏହାର ମୂଳ ମାଂସଳ ଓ ମଧୂର ତିକ୍ତରସ, ଶୁକ୍ରବର୍ଦ୍ଦକ, ଶୀତଳ, ସ୍ତନ୍ୟଜନକ, ବାତପିତ୍ତ କଫନାଶକ, ଚକ୍ଷୁର ହିତକାର, ବଳକର ଓ ରସା— ୟନ ଏହାର ପତ୍ରମାନ କ୍ଷୁଦ୍ର ଶଳ୍ମ ତୁଲ୍ୟ ଓ ପତ୍ରର କୋଣରୁ ହରିବ୍ଦର୍ଣ୍ଣ ସୂଚୀବତ୍ କେଶର ବାହାରି ଥାଏ ଏହା ଗୁଳ୍ମ, ଅତିସାର, ବାୟୁ, ପିତ୍ତ, ରକ୍ତ ଦୋଷ ଓ ଶୋଥନାଶକ]

(ଉ—ବିସ୍ତାରେ ସ୍ୱର୍ଗ ସୁସଞ୍ଚ ଅଧିକରେ ସତ ବୃନ୍ଦ ବୃନ୍ଦ ରମ୍ଭା ଶତାବରୀ ଐରାବତ—ଭଞ୍ଜ. ବୈଦେହୀଶବିଳାସ)

୨. ଇନ୍ଦ୍ର— ଭାର୍ଯ୍ୟା ଶଚୀ; ଇନ୍ଦ୍ରାଣୀ —୨. A name of Sachi
୩. ଶଟୀ; ଗନ୍ଧଶୁଣ୍ଠି —୩. Curcuma Zerumbet