ଶତ୍ରୁ

ଉଇକିଅଭିଧାନ‌ରୁ

ଶତ୍ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଶଦ୍ ଧାତୁ+କର୍ତ୍ତୃ ରୁ)[ସମ୍ପାଦନା]

୧. ରିପୁ; ବୈରୀ — ୧. Foe.
୨. ବିପକ୍ଷ —୨. Adversary; opponent.
୩. (ଜ୍ୟୋତିଷ) ଲଗ୍ନଠାରୁ ୬ଷ୍ଠ ସ୍ଥାନ —୩. (astrology) The ୬th place from one's lagna.
୪. ନାଗଦମନୀ (ହିନ୍ଦୀ - ଶ) ୪. Indian worm wood plant.

[ଦ୍ରଷ୍ଟବ୍ୟ —ପ୍ରଥମାର୍ଥରେ ଶତ୍ରୁଶବ୍ଦରେ ଅନ୍ୟ ସଂସ୍କୃତ - ପର୍ଯ୍ୟାୟ—ଶାତକ, ବିପରୀତକାରୀ, ରିପୁ, ବୈରୀ, ସପତ୍ୱ, ଅରି, ଦ୍ୱେଷଣ, ଦୁହୃଦ୍, ବିଷ, ବିପକ୍ଷ, ଅହିତ, ଅମିତ୍ର, ଦସ୍ୟୁ, ଶାତ୍ରବ, ଅଭିଘାତୀ, ପର, ଅରାତି, ପ୍ରତ୍ୟର୍ଥୀ, ପରିପନ୍ଥୀ; ବୃକ୍ଷ, ପ୍ରତିପକ୍ଷ, ଦ୍ୱିଷତ୍, ଘାତକ, ଦ୍ୱେଷୀ, ବିଦ୍ୱିଷ, ହିଂସକ, ଅପ୍ରିୟ, ଦୌହୃଦ୍—ବିଶ୍ୱକୋଷ]