ଶବ

ଉଇକିଅଭିଧାନ‌ରୁ

ଶବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ସଂସ୍କୃତ - ବି—(ଶବ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ମୃତ ଶରୀର; ମଡ଼ା; ମୁର୍ଦ୍ଦାର —୧. Corpse; dead body; carcass.

[ଉ—ବନ୍ଦିରେ ସେହି କାଳରେ ରଖିଲେ ନାହିଁ କୋଳରେ ଶବକୁ ସର୍ବେ ସେ କଥା କହି ଭଞ୍ଜ. ବୈଦେହୀଶବିଲାସ]

[ଦ୍ରଷ୍ଟବ୍ୟ —କେବଳମନୁଷ୍ୟର ମୃତଶରୀର ସମ୍ୱନ୍ଧେ ଶବ ଶବ୍ଦ ବ୍ୟବହୃତ ହୁଏ—(ହିନ୍ଦୀ - ଶ)

୨. ଜଳ —୨. Water.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଭବିଷ୍ୟତରେ ଗଙ୍ଗା ଆଦି ତୀର୍ଥରେ ନିକ୍ଷିପ୍ତ ହେବା ପାଇଁ କିମ୍ୱା ସମାଧିରେ ପୋଡ଼ା ଯିବା ପାଇଁ ସଞ୍ଚିତ ଶବଦାହ ଭସ୍ମ ମଧ୍ୟରୁ ସଂଗୃହୀତ ଅସ୍ତିଖଣ୍ଡ —A piece of bone gathered from the ashes of cremation and kept to be consigned toa sacred river, such as the Ganges or to a grave.