ଶବର ଚନ୍ଦନ
ଏକ ପ୍ରକାର ଚନ୍ଦନ ଗଛ —A species of a sandle tree.
[ଦ୍ରଷ୍ଟବ୍ୟ —ଏହା ଶୀତବୀର୍ଯ୍ୟ, ତିକ୍ତରସ ଓ ପିତ୍ତ କଫ ନାଶକ, ବିସ୍ଫଟକ, ପାମା, କଣ୍ଡୁ ଶ୍ରମ, ବାୟୁ ଗ କର୍ଣ୍ଣାଦି କୁଷ୍ଠ, ଳୂତା— ବିଷ, ପିପାସା ଓ ମୋହ ବିନାଶକ ଅଟେ ଏହାର ବର୍ଣ୍ଣ ନାଲିମିଶା ଧଳା]