ଶମା

ଉଇକିଅଭିଧାନ‌ରୁ

ଶମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶମ, ଶମ୍ୱା)[ସମ୍ପାଦନା]

୧. ଢିଙ୍କିର ଥୋର ବା ପାହାରର ଅଗରେ ଲାଗିବା ଲୌହ ବଳୟ —୧. The iron ring surrounding the head of the pestle of a Ḍhiṅki.
୨. ମୂଷଳର ବା ମୃଦ୍ଗରର ବା ଯଷ୍ଟିର ମୁଣ୍ଡରେ ଜଡ଼ିତ କରା ଯାଇଥିବା ଲୌହ ବଳୟ —୨. An iron ring put round the head of a mace, cudgel or pestle.
୩. ଚିତ୍ରକରମାନଙ୍କର ପଶାର ଗୋଟୀ ବା ସାର କାଟିବା ଅସ୍ତ୍ର ବିଶେଷ —୩. An instrument used by painters to cut the balls or pieces used in chess and other games.
୪. ଶଗଡ଼ ଚକର ମଧ୍ୟପିଣ୍ଡସ୍ଥିତ କଣା ଚାରିପାଖେ ଲାଗିବା ଲୁହା ବଳୟ —୪. The thick ring put inside the nave of a wheel.