ଶମ୍ପା
ଦେଖଣା
ଶମ୍ପା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଶମ୍=ସୁଖ, ହର୍ଷ+ପା ଧାତୁ=ପାନ କରିବା ଅର୍ଥାତ୍ ନଷ୍ଟ କରିବା+କର୍ତ୍ତୃ. ଅ+ଆ; ଯାହାର ନିଜର ପ୍ରଭାବଦ୍ୱାରା ଦର୍ଶକରେ ହର୍ଷକୁ ନାଶ କରେ)
[ସମ୍ପାଦନା]- ୧. ବିଦ୍ୟୁତ; ତଡ଼ିତ୍ ୧. Lightning.
- ୨. କଟି (ହିନ୍ଦୀ - ଶ) —୨. Waist.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶପ୍ ଧାତୁ=ଅଭିଶାପ ଦେବା)
[ସମ୍ପାଦନା]- ୧. ଶମ୍ପିବା; ଗାଳିଦେବା —୧. Abusing.
- ୨. ଅଭିଶାପ ଦେବା —୨. Cursing.
- ୩. ଅଭିସଂପାତ — ୩. Curse; imprecation.