ଶମ୍ପା

ଉଇକିଅଭିଧାନ‌ରୁ

ଶମ୍ପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶମ୍=ସୁଖ, ହର୍ଷ+ପା ଧାତୁ=ପାନ କରିବା ଅର୍ଥାତ୍ ନଷ୍ଟ କରିବା+କର୍ତ୍ତୃ. ଅ+ଆ; ଯାହାର ନିଜର ପ୍ରଭାବଦ୍ୱାରା ଦର୍ଶକରେ ହର୍ଷକୁ ନାଶ କରେ)[ସମ୍ପାଦନା]

୧. ବିଦ୍ୟୁତ; ତଡ଼ିତ୍ ୧. Lightning.
୨. କଟି (ହିନ୍ଦୀ - ଶ) —୨. Waist.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶପ୍ ଧାତୁ=ଅଭିଶାପ ଦେବା)[ସମ୍ପାଦନା]

୧. ଶମ୍ପିବା; ଗାଳିଦେବା —୧. Abusing.
୨. ଅଭିଶାପ ଦେବା —୨. Cursing.
୩. ଅଭିସଂପାତ — ୩. Curse; imprecation.