Jump to content

ଶରଣ ପଞ୍ଜର ମାନୋଦ୍ଧାରଣ

ଉଇକିଅଭିଧାନ‌ରୁ

ଶରଣ ପଞ୍ଜର ମାନୋଦ୍ଧାରଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଠଗଡ଼ର ରାଜା ଘୁମୁସରର ରାଜାଙ୍କ ସହିତ ଯୋଗ ଦେଇ ପୁରୀରରାଜା ଦିବ୍ୟସିଂହ ଦେବଙ୍କୁ ଶତ୍ରୁ ହସ୍ତରୁ ରକ୍ଷା କରିଥିବାରୁ) ପୁରୀ ରାଜାଙ୍କଦ୍ୱାରା ଆଠଗଡ଼ ରାଜାଙ୍କୁ ପ୍ରଦତ୍ତ ଉପାଧି —A title of honour given to Rājā of Athagaṟḍ̠a by Maharaja Dubyasiṁba Deba of Puri.