ଶରାଟି

ଉଇକିଅଭିଧାନ‌ରୁ

ଶରାଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ସଂସ୍କୃତ - ବି—(ଶର=ଜଳ+ଅଟଧାତୁ =ଗମନ କରିବା+କର୍ତ୍ତୃ. ଇ)

୧. ଜଳଚର ପକ୍ଷିବିଶେଷ; ତେଣ୍ଟେଇ; ଟିଁଟିଁଆଁ ପକ୍ଷୀ —୧. A teal (aquatic bird); Dendrocycna Javanica; a species of fresh water duck; Anas Carolinensis.

[ଦ୍ରଷ୍ଟବ୍ୟ —ଏହା ପାତିହଂସ ଜାତୀୟ ପ୍ଲବଗ ବର୍ଗର ପ୍ରାୟ ଏକହାତ ଦୀର୍ଘ ପକ୍ଷୀ; ମୁଣ୍ଡ ଫକା ନାଲି; ପକ୍ଷ ଛୋଟ ଓ ଗୋଲ; ଲାଞ୍ଜ ଖଇରା; ଥଣ୍ଟ ଚଟକା ଓ ଗୋଲ ଏ ପକ୍ଷୀ ଭଲରୂପେ ଉଡ଼ିପାରେ ନାହିଁ; କିନ୍ତୁ ପହଁରିପାରେ ଓ ପାଣିରେ ବୁଡ଼ିପାରେ ଏହାର ମାଂସ ସୁଖାଦ୍ୟ ଥିବାରୁ ଲୋକେ ଏମାନଙ୍କୁ ଶିକାର କରନ୍ତି]