ଶରୀରଭେଦ

ଉଇକିଅଭିଧାନ‌ରୁ

ଶରୀରଭେଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶରୀର ମଧ୍ୟସ୍ଥ ନାଡ଼ୀ ଆତ୍ମା ସମ୍ୱନ୍ଧୀୟ ତତ୍ୱଜ୍ଞାନ; ଯୋଗସାଧନ ସମ୍ୱନ୍ଧୀୟ ତତ୍ତ୍ୱ — ୧. Metaphysical discussion of the human soul and of the practising of concentration by controlling the breath etc.
୨. ଉପେନ୍ଦ୍ର ଯୁଗର ଶେଷଭାଗର ବୈଷ୍ଣବ କବି ଅରକ୍ଷିତ ଦାସ (କଟକ ଜିଲ୍ଲା ଅଳତି ପାହାଡ଼ବାସୀ)ଙ୍କ ଯୋଗସାଧନ ଓ ଭଜନ ବିଷୟକ ପଦ ଗ୍ରନ୍ଥ —୨. Name of poem by Arakshita Das.