ଶରୁଆ ସଜ

ଉଇକିଅଭିଧାନ‌ରୁ

ଶରୁଆ ସଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. କ୍ଷୀଣଦେହ (ପୁରୁଷ) — ୧. Slender-bodied (man).

ସ୍ତ୍ରୀ ===

୨. କ୍ଷୀଣଦେହା (ସ୍ତ୍ରୀ) —୨. A Slender woman.
୩. ଚପଳା ବା ନଷ୍ଟା ସ୍ତ୍ରୀ —୩. A loose or fickle woman.

[ଉ—'ତୁ ମୋତେ ବୋଲୁଛୁ ଶରୁଆ ସଜ, ପରବାସ କରି ନ ଯା'— ଢ଼ଗ]