ଶଲ
ଶଲ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଶଳ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]
- ୧. ଝିଙ୍କ କାଠି; ଶଲ୍ଲକୀ ଲୋମ —୧. The spines of a porcupine; the quills of a porcupine.
- ୨. ବ୍ରହ୍ମା —୨. God Brahmā.
- ୩. ଉଷ୍ଟ୍ର — ୩. Camel.
- ୪. କୁନ୍ତ ଅସ୍ତ୍ର; ଭଲ୍ଲ —୪. Javelin.
- ୫. କ୍ଷେତ୍ର ବିଶେଷ (ବିଶ୍ୱକୋଷ) —୫. A sort of field.
- ୬. ବୃକ୍ଷ ବିଶେଷ (ହିନ୍ଦୀ - ଶ) —୬. A kind of tree.
- ୭. କଂସର ଜଣେ ମଲ୍ଲର ନାମ (ହିନ୍ଦୀ - ଶ) — ୭. Name of an athlete of demon Kaṁsa.
- ୮. କଂସର ଅମାତ୍ୟ ବିଶେଷ [ହିନ୍ଦୀ - ଶବ୍ଦସାଗର] — ୮. Name of a minister of Kaṁsa.
- ୯. ବାସୁକି ବଂଶୀୟ ନାଗ ବିଶେଷ —୯. Name of a serpent of the family of Bāsuki.
- ୧. ଶାନ୍ତୁନୁ ରାଜପୁତ୍ର (ବିଶ୍ୱକୋଷ) —୧୦. Name of a son of Ṡāntunu.
- ୧୧. ଶଲ୍ୟ ରାଜ [ହିନ୍ଦୀ - ଶ] — ୧୧. A name of king Ṡalya.
- ୧୨. ତାଳ ବୃକ୍ଷ [ବିଶ୍ୱକୋଷ] —୧୨. Palm tree.
- ୧୩. ଶିବାନୁ— ଚର ଭଙ୍ଗୀ (ହିନ୍ଦୀ - ଶ) —୧୩. A name of Bhṛuṇgī
- ୧୪. ଧୃତରାଷ୍ଟ୍ରଙ୍କ ଏକପୁତ୍ର (ହିନ୍ଦୀ - ଶ) —୧୪. Name of a son of Dhṛutarāshṭra.
- ୧୫. ସୋମ— ଦତ୍ତଙ୍କ ପୁତ୍ର (ବିଶ୍ୱକୋଷ) —୧୫. Son of Somadatta.
ଅନୁବାଦ[ସମ୍ପାଦନା]
ଦେଶଜ - ବି—(ସଂସ୍କୃତ - ଶଲ୍ୟ)[ସମ୍ପାଦନା]
- ୧. ବାଧା; ବିଘ୍ନ —୧. Obstacle.
- ୨. ଅନିଷ୍ଟକାରୀ ବ୍ୟକ୍ତି —୨. An injurious person.
- ୩. ମନ୍ଦ; ଅମଙ୍ଗଳ —୩. Adversity.
- ୪. କଣ୍ଟକ; କଣ୍ଟା —୪. A pin; a thorn.
[ଉ— ଉତ୍ତମ ଅନୁମାନ କଳ, ହୃଦକୁ ହୋଇଲା ଏ ଶର— ଭୂପତି. ପ୍ରେମପଞ୍ଚାମୃତ]
- ୫. ଶତ୍ରୁ —୫. Enemy.
[ଉ—ଏ ଅନ୍ତେ ମଉଲ ମୁଗୁଲ, ପୃଥିକୀ ହୋଇବେ ସେ ଶଲ ଜଗନ୍ନାଥ ଭାଗବତ ଆସିବ ମୋହନା ମୁଗୁଲ, ପୃଥିକୀ ହୋଇବ ସେ ସଲ ମାଳିକା]
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ମନ୍ଦ —୧. Bad.
[ଯଥା—ଭଲ କହିଲେ ଶଲ ବୁଝେ—ଢ଼ଗ]
- ୨. ଶତ୍ରୁ ଭାବାପନ୍ନ —୨. Inimical.
- ୩. ଅମଙ୍ଗଳକାରୀ; ଅନିଷ୍ଟକାରୀ —୩. Injurious; hurtful.
[ଉ—ଯେ ମୋର ନ କରିବ ବୋଲ, ସେହି ମୋହର ଶତ୍ରୁ ଶଲ ଜଗନ୍ନାଥ. ଭାଗବତ]