ଶସ୍ତ୍ର

ଉଇକିଅଭିଧାନ‌ରୁ

ଶସ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ଶଶ୍ ଧାତୁ=ବଧ କରିବା+କରଣ ତ୍ର; ଯାହାଦ୍ୱାରା ବଧ କରାଯାଏ)[ସମ୍ପାଦନା]

୧. ପ୍ରହରଣ; ଆୟୁଧ —୧. Weapon.
୨. ଯାହା ହସ୍ତଦ୍ୱାରା ଧାରଣ କରି ଶତ୍ରୁକୁ ପ୍ରହାର କରାଯାଏ A weapon which is applied to an onemy by holding it in the hand.
୩. ଲୌହ —୩. Iron.

[ଦ୍ରଷ୍ଟବ୍ୟ —ଯେଉଁ ଆୟୁଧକୁ ଶତ୍ରୁ ଉପରକୁ ଦୂରରୂ ଫୋପଡ଼ା ଯାଏ, ତାହାକୁ ଅସ୍ତ୍ର ବୋଲା— ଯାଏ ଯଥା—ଆଗ୍ନେୟାସ୍ତ୍ର ଯାହାକୁ ହାତରେ ଧରିପ୍ରହାର କରାଯାଏ ତାକୁ ଶସ୍ତ୍ର ବୋଲାଯାଏ ]

୪. ଅୟୁର୍ବେଦୋକ୍ତ ଅସ୍ତ୍ରୋପଚାର ସାଧକ ଯନ୍ତ୍ର —୪. Surgical instrument.

[ଦ୍ରଷ୍ଟବ୍ୟ —ସୂଶ୍ରୂତରେ ୧୨୫: ପ୍ରକାର ଚିକିତ୍ସାର୍ଥ ଅସ୍ତ୍ରର ଉଲ୍ଲେଖ ଅଛି ଏହି ଅସ୍ତ୍ରମାନ ଦୁଇ ଭାଗରେ ବିଭକ୍ତ ଯଥା—ଯନ୍ତ୍ର ଓ ଶସ୍ତ୍ର ଶସ୍ତ୍ର ୨୪: ପ୍ରକାରର ଓ ବାକି ୧୧: ଯନ୍ତ୍ର]

୫. ବଢ଼େଇ, କମାର, ଆଦିଙ୍କ ଯନ୍ତ୍ର ବା ହତିଆର — ୫. Tools or instruments of artisans; implement.

=== ଦେଶଜ - ବିଶେଷ୍ୟ -

ଅସ୍ତ୍ର —Weapon; missile.

[ଉ—ଏ ବ୍ରହ୍ମଶସ୍ତ୍ର ତେଜ ଘୋର, ତୁ ବ୍ରହ୍ମଶସ୍ତ୍ରରେ ନିବାର ଜଗନ୍ନାଥ—ଭାଗବତ]