ଶହ

ଉଇକିଅଭିଧାନ‌ରୁ

ଶହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ଶତ)[ସମ୍ପାଦନା]

୧. ସତ ସଂଖ୍ୟା; ୧ — ୧. Hundred; ୧୦୦.
୨. ଶଅ (ଦେଖ) — ୨. Ṡā-a (See)
୩. ବହୁ; ଅନେକ —୩. Many; numerous.

ପ୍ରାଦେଶିକ - (ପୁରୀ)ବିଶେଷଣ - ଓ ବିଶେଷ୍ୟ -[ସମ୍ପାଦନା]

ନଡ଼ିଆ ଗଣତିରେ ବ୍ୟବହୃତ ପରିମାଣ ବିଶେଷ; ତିନିପଣ ୧୨ ଗଣ୍ଡା — ୪. A unit used in counting cocoanuts; 288 cocoanuts.