ଶାକର

ଉଇକିଅଭିଧାନ‌ରୁ

ଶାକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର୍କରା)[ସମ୍ପାଦନା]

୧. ଶର୍କରା; ଗୁଡ଼, କନ୍ଦ ଆଦି — ୧. Sugar.

(ଉ—ସରଲବଣୀ ଛେନା ଦହି, ସଙ୍ଗତେ ଶାକର ମିଶାଇ ପ୍ରାଚୀ. ପ୍ରେମଭକ୍ତି ବ୍ରହ୍ମଗୀତା)

୨. ଗୁଡ଼ରୁ ବା କନ୍ଦରୁ ପ୍ରସ୍ତୁତ ଚୁନା; ଖଣ୍ଡ —୨. Sugar powder; pulverised sugar.
୩. ଖଟା ଓ ମିଠା ଦିଆଯାଇ ପାକ କରାଯାଇଥିବା ତରକାରୀ ବିଶେଷ; ମଧୁ ରୁଚି —୩. A curry seasoned with sugar and acid.
୪. ଗୁଡ଼ରେ ବା କନ୍ଦରେ ତିଆର ଜିଲିପି ପରି ଏକପ୍ରକାର ମିଷ୍ଟାନ୍ନ — ୪. A kind of round and flat sweetmeat.

[ଦ୍ରଷ୍ଟବ୍ୟ —ଏହା ଦୁଇପ୍ରକାର; କନ୍ଦରୁ ଯାହା ତିଆରି ହୁଏ, ତାହା ଧଳା ଦିଶୁଥିବାରୁ ତାହାକୁ ଶ୍ୱେତ ଶାକର କହନ୍ତି ଓ ଗୁଡ଼ରୁ ତିଆରି ଶାକର ନାଲି ଦିଶୁଥିବା ହେତୁ ତାକୁ ନାଲିଶାକର କହନ୍ତି ]