ଶାକାହାରୀ

ଉଇକିଅଭିଧାନ ରୁ
Jump to navigation Jump to search

ଶାକାହାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


[ଶାକାହାରିଣୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ.[ସମ୍ପାଦନା]

ଯେ କେବଳ ଫଳ ମୂଳ ଶାକାଦି ଭକ୍ଷଣ କରି ଜୀବନ ଧାରଣ କରନ୍ତି —Vegetarian; living on a vegetarian diet.