ଶାକାହାରୀ

ଉଇକିଅଭିଧାନ‌ରୁ

ଶାକାହାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶାକାହାରିଣୀ—ସ୍ତ୍ରୀ]
  • (file)

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ.[ସମ୍ପାଦନା]

ଯେ କେବଳ ଫଳ ମୂଳ ଶାକାଦି ଭକ୍ଷଣ କରି ଜୀବନ ଧାରଣ କରନ୍ତି —Vegetarian; living on a vegetarian diet.