ଶାମୁକା

ଉଇକିଅଭିଧାନ‌ରୁ

ଶାମୁକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶମ୍ୱୁକ)[ସମ୍ପାଦନା]

୧. ଶମ୍ୱୁକ; ଶୁକ୍ତି — ୧. Oyster; bivalveshell; Ampullaria.
୨. ଶିଶୁମାନଙ୍କୁ ଦୁଧ ପିଆଇବା ପାଇଁ ବ୍ୟବହୃତ ଶମ୍ୱୁ କାକୃତ ଲୌହର ବା ଅନ୍ୟ ଧାତୁର ଚାମଚ — ୨. A feeding cup shaped like the valve of an oyster and used in feeding infants.

[ ଦ୍ର—ସଦ୍ୟୋଜାତି ଶିଶୁର ନାଭି ନିକଟରୁ ଫୁଲର ନାଡ଼ ଛେଦନ କରିବାକୁ ଶାମୁକାପୃର ତୀକ୍ଷ୍ଣ ଧାର ବ୍ୟବହୃତ ହୁଏ ଜୀବିତ ଶାମୁକା ଗତି କଲା ବେଳେ ଦୁଇ ପାଖର ଖୋଳକୁ ଜୀବର ପାଟି ପରି ମେଲା କରି ତହିଁ ମଧ୍ୟରୁ ଗୋଡ଼ ବାହାର କରି ତହିଁ ସାହାଯ୍ୟରେ ଚାଲେ ଶତ୍ରୁ ଅକ୍ରମଣ କଲେ ଗୋଡ଼କୁ ଭିତରକୁ ସଙ୍କୁଚିତ କରି ନେଇ ଦୁଇ ଖୋଳକୁ ବୁଜି ଦିଏ ଶାମୁକାର ଖୋଳକୁ ଭାଙ୍ଗି ତହିଁ ମଧ୍ୟରେ ଥିବା ମାଂସକୁ ଆମ ଦେଶର ଗରିବଲୋକେ ରାନ୍ଧି କରି ଖାଆନ୍ତି ଏକ ପ୍ରକାର ଶାମୁକାର ଖୋଳର ଉଦରସ୍ଥ କାନ୍ଥିରୁ ମୁକ୍ତା ବାହାରେ ]